ସେଇ limit ଆମ ଗାଁରେ କାମ କଲା ନାହିଁ, କାରଣ ଲୋକେ ଗୋଟେ ଚାଟ୍ ବନାଇ ତାକୁ ଆଉ ଗୋଟେ ଚାଟ୍ରେ forward କରି ଚାଲୁ ରଖିଲେ। ମୋର ବୁଢୀ ମା' ତଥାପି ଅଜବ ଖବର ପଠାଇଲେ ଯେ କୋରୋନା ଟିକା ଲୁଚି ରଖିଛି 5G ଚିପ୍! ଆଜି ସକାଳେ ସେ ମୋତେ ପୁଣି ଏକ forwarded ଆଉଜ୍ ଦେଖାଇଲେ କୌଣସି ନୂଆ ଔଷଧି ବିଷୟରେ, ଏବଂ ମୁଁ ତାଙ୍କୁ ବୁଝାଇବା ପାଇଁ ଦୁଇ ଘଣ୍ଟା ଖର୍ଚ୍ଚ କଲି।
#athletics#track-and-field
Jump in to reply — no account needed.