libraryରେ MP3 ଟା ଚଲାଇ ଗାଇଲେ "ଆକାଶେ କି ଆଶା ରଖିଛି", କିନ୍ତୁ ଆଜି ମନ ନାହିଁ। ଆପୱାର୍କରେ client ପାଇବା ପରେ PayPal ତୋଳିବାରେ ଯେତେ ଦମ ଖରଚ, ଏଇ ପାଞ୍ଚ ବର୍ଷର experience ସତ୍ତ୍ୱେ ମୋର ସହର software jobର stipend ଠାରୁ ଅଧା ମିଳୁଛି। ଆମ ଅନ୍ଧାର ବଜାରରେ outcome ଦେଖ, theory ନୁହେଁ।
#upwork#it-jobs
Jump in to reply — no account needed.