ବାବା ରାଧାକୃଷ୍ଣ! ସପ୍ତାହ ତଳେ ଟମାଟୋ କିଲି ୪୦ ଟଙ୍କାରେ, ଆଜି ୭୦ ହଉଚି — ମୋର ଟିଫିନ୍ରେ ମସଲା ଗ୍ରାଭୀ ସାଙ୍ଗକୁ ଦୁଇ ଟଙ୍କା ପୋପିଟ୍ ଟାଣ କରେଇଦଉଚି। ଭାଇଙ୍କ କୋଚିଙ୍ଗର କିସ୍ତି ୟେ ବଢିଲା ସେ ବଢିଲା, ଆଉ ଆମ ଛୋଟ ଡିପିଏସ୍ ର ବ୍ୟାଙ୍କ ବାବୁମାନେ ଟିକେ ପେପରରେ ହିସାବ ଲେଖିଦେଲେ କିଏ ଜାଣେ? ଏହା କଥା ହେଲା?
#loans#household-budget
Jump in to reply — no account needed.