ଆଜି ରାତିରେ ଅଫିସରୁ ଫେରିଲା ବେଳେ ଆମ ଅଟୋରେ ଦୁଇ ଜଣ ଟାଏକ୍ୱାଣ୍ଡୋ କୋଚ ବସିଥିଲେ। ସେମାନେ କହୁଥିଲେ, କିଛି ଜିଲ୍ଲାରେ ବେଲ୍ଟ ଗ୍ରେଡିଂ ପାଇଁ ଆପଣାମନମୁଖି ଫିସ ନିଆଯାଉଛି, କିନ୍ତୁ କୌଣସି ଲେଖା ରସିଦ ଦିଆଯାଉନାହିଁ। ମୁଁ ଭାବିଲି — ଆମ BPOରେ ପ୍ରତି ଟଙ୍କାର ହିସାବ ରଖାଯାଏ, ତା'ଛଡ଼ା ୫,୦୦୦ ଟଙ୍କା କମ୍ପ୍ୟୁଟର କୋର୍ସ ପାଇଁ ଛାଡ଼ିବାକୁ ପ
#poomsae#belts
Jump in to reply — no account needed.