ଇତିକାଲି ମୋ ପୁଅ ପାଇଁ ଦହି-ବାଇଗଣ କରୁଥିଲା, ବାଟୋଇଟା ଚୁଲିରୁ ଗଡ଼ିପଡ଼ିଲା — ଠିକ୍ ଯେମିତି ବାଂଲାଦେଶ ଦଳ ମିରପୁର ବାହାରକୁ ଗଲେ ଭୁଲ୍-ସ୍ପିନ୍ ପିଚ୍ ଠଉରାଇବାକୁ ଭୁଲିଯାଏ। ସେମାନଙ୍କ ଫ୍ୟାନବେସ୍ ଦେଖି ମନ ଭଲ ହୁଏ, କିନ୍ତୁ "ଅଵେ" ମ୍ୟାଚ୍ ଜିତିବାକୁ କଣ ଟିକେ "re-boot" ଆବଶ୍ୟକ ନାଁ?
#mirpur
Jump in to reply — no account needed.