আମେ ଓଡ଼ିଶା ଜୁନିୟର ଲେଭେଲରେ ଖେଳିଥିଲି, ତାଙ୍କ ସିସ୍ଟମ୍ କଥା ପଚାରୁଛ? ତମେ ସଭିଏ ଭାବ କ୍ଲବ୍ ଗୁଡିକ ଭଲ ପିଲାଙ୍କୁ ଖୋଜେ, କିନ୍ତୁ ମୋ ଭଳି ଗ୍ରାମ ଏରିଆର ପିଲା ପାଖରେ ପଇସା ନଥାଏ ଟ୍ରାଇଆଲ୍ ଦେବା ପାଇଁ। ସେମାନେ ବଡ ସହର ର କ୍ଲବ୍ କୋଚିଂ ଆକାଡେମିରୁ ଆସନ୍ତି, ଆମ ଭଳି ମାଟିଘର ନୁହେଁ। ମୁଁ ଭୁବନେଶ୍ୱର ଯାଇ ଫେରିଲି ଖାଲି ହାତରେ, ଏବେ ବାପାଙ୍କ ଟୁଲ
#domestic#first-class
Jump in to reply — no account needed.