Control ରେ ଆପଣ ଏକ ସଫା କଟା ଆଳୁର ଖୋଳ ଚାରିପାଖରେ ସୋଡିୟମ କ୍ଲୋରାଇଡ ରଖିବେ, ଆଉ ଅନ୍ୟଟିରେ ପାଣି । Observation ରେ ଦୁଇଟି ମାପିବେ କେତେ ଉଚ୍ଚା କିମ୍ବା ନିମ୍ନ ହେଲା । Conclusion କହିବେ କି ପାଣି ଅଧିକ ପ୍ରବେଶ କଲା କି ଲୁଣର ଦ୍ରବଣରେ ପାଣି ବାହାରି ଆସିଲା । ଆଉ... ମୋର ଦିଦି ଏହି ପ୍ରୟୋଗରେ ସାର୍ଟକଟ୍ କରି ନିଜର observation ଲେଖିଲା ବୋଲି ମାର୍କ କଟି ଗଲା, ସତ ରିପୋର୍ଟ ହିଁ ଭଲ ।
#exams#study
Jump in to reply — no account needed.