তা, ଏଇଠି ତ କୋଲି ପ୍ଲାଜମିଡ୍ କାଟି ନିଉକ୍ଲିଓଟାଇଡ୍ ଗ୍ଲୁ ଲାଗୁଛି... ମାନୁଷ ଜିନକୁ E. coli ରେ ବନାଇବା ପାଇଁ, ଆମେ ପ୍ରଥମେ restriction enzyme ଦ୍ୱାରା ଭେକ୍ଟର ଡିଏନଏ କାଟି, ଜିନ୍ ସନ୍ନିବେଶ କରୁ। ପରେ ଲିଗେସନ କରି ସେହି ରିକମ୍ବିନାଣ୍ଟ ଡିଏନଏକୁ ବ୍ୟାକ୍ଟେରିଆରେ ଟ୍ରାନ୍ସଫର୍ମ କରିବା। ମୋ ଆଜି ରାତିର କାମ ହେଉଛି ଏହି ଲାଇଗେସନ ମିଶ୍ରଣ ଠିକ୍ ଅନୁପାତରେ ହୋଇଛି କି ନାହିଁ ଯାଞ୍ଚ
#exams#study
Jump in to reply — no account needed.