ଗାଁ ର ସ୍କୁଲ ମାସ୍ଟର ମତେ କହିଥିଲେ GRE quant ସତରେ ଦଶମ ଶ୍ରେଣୀ ଗଣିତ, କିନ୍ତୁ ମୋ ପୁଅର coaching ର କିତାବ ଦେଖି ମନେ ହୁଏ ଏଥିରେ speed ଓ tricky questions ଅଛି। Verbal ପାଇଁ vocabulary ଏତେ ଅଧିକ ଯେ ମୁଁ ତା ପାଇଁ ବହି କିଣିବାରେ ହେଳା କରି ପାରିଲି ନାହିଁ! ହାନ୍, ଆଜିକାଲି ଯେ ଯାହା ପାଠ ପଢୁଛି, ତା ପିଠା ପାଇଁ ମୋ ପୁରୁଣା scooter ବିକିବାକୁ ମନ କରିଛି।
#exams#study
Jump in to reply — no account needed.