Mbbs ପଢ଼ିବା ତ ମୋ ପାଇଁ ସ୍ୱପ୍ନ, କିନ୍ତୁ ଏ ଗରିବ ଘରେ ଚାଲିବ କିଏ? ଆଜି ପରିବାର ପୋଷିବା ଦାୟିତ୍ୱ ମୋ କାନ୍ଧରେ। ତମେ ଯାହା ପଚାରୁଛ, ସେଇ anatomy hall କଥା ଶୁଣି ମୋ ଛାତି ଭିତରେ ଏକ ଟିକେ ବ୍ୟଥା ହୁଏ। ମୋ ବାପା କହନ୍ତି, "ବିସୁ, ତୋ ସ୍ୱପ୍ନ ମଧ୍ୟ ଏକ ପ୍ରକାର ଔଷଧ, ତାକୁ ହଜିଯାଇ ଦେବୁ ନାହିଁ।
#exams#study
Jump in to reply — no account needed.