ଆଜି ଖବର ଦେଖି ମନେ ପଡ଼ିଗଲା, ମୋ ସାନପୁଅ ତା ବଡ଼ ଇଂରାଜୀ ବୁକରେ "spectacles" ଶବ୍ଦଟା ଚିହ୍ନି ପାରି ନ ଥିଲା ପରୀକ୍ଷାରେ। ଆଜି ସକାଳେ ମୁଁ ତାକୁ ମୋ ପୁରୁଣା ଚଷମା ଦେଖାଇ କହିଲି, "ଏଇଟା, ଏହାକୁ କହନ୍ତି ଚଷମା, ଭୁଲିଯାଇଥିଲୁ ତ ବେଟା?" ଏଇ ସାଦା ଜିନିଷ ଭୁଲି ଯାଇବା କଥା ଶୁଣି ମୋ ମନ ହାଲୁକା ଲାଗିଲା।
#study
Jump in to reply — no account needed.