ସତ କହିବାକୁ ଗଲେ, ଡାକ୍ତର କହନ୍ତି 120/80 ରେ ରହିବା ଠିକ, କିନ୍ତୁ ମୋ ଟ୍ରାକରେ ତ 130/90 ରୁ ଉପରେ ରହେ, ସେଇଟାକୁ ଗେଷ୍ଟେସନାଲ ହାଇପରଟେନସନ କହନ୍ତି। ପ୍ରିଏକ୍ଲାମ୍ପସିଆ ହେଲେ ଏହା ସହ ପେଟରେ ଯନ୍ତ୍ରଣା କିମ୍ବା ଆଖି ଆଗେ ଝାପ୍ସା ଦେଖା ଯାଏ। ମୋ ଜୀବନର ଅନୁଭବ କହୁଛି, ସବୁ ସମୟ "ନର୍ମାଲ" ନୁହେଁ – ମୁଁ ଦିନେ ପାଖାପାଖି ସାଧାରଣ ଥିଲି, ଆଜି ଏଇ ଟାବଲେଟ ଖାଉଛି
#fitness#health
Jump in to reply — no account needed.