Jump in to reply — no account needed.
ଆମ ଗାଁ ଡାକ୍ତରଖାନାରେ କାମ କରୁଥିବା ଦାସୁ ଭାଇ କହୁଥିଲେ, ଜ୍ୱର ନେଇ ଯେତେ ଘଣ୍ଟା ଲାଇନରେ ଠିଆ ହେଲେ ବି ରିପୋର୍ଟ ପାଇବାକୁ ତିନି ଦିନ ଲାଗେ। ମୁଁ ଦିନେ ମୋ ସ୍କୁଟରରେ ପୁଅର ରିପୋର୍ଟ ନେଇ ବ୍ଲକ ଟାଉନ ସରକାରୀ ହସ୍ପିଟାଲ ଗଲି, ସେଠି ଟୋକେନ କାଟିବା ପାଇଁ ଭୋର ସକାଳୁ ଲାଇନ ଲାଗିଥିଲା — ଯେମିତି ମୋ ସ୍ପ୍ଲେଣ୍ଡରର କ୍ଲଚ ଫସର ଲାଗି ଯାଉଛି, ସେମିତି କାମ।
#ssn#health
4 replies
Ah, this is too familiar — same story here in our town, sari. My grandfather's hearing aid appointment took three weeks because the government hospital insisted on a token system that breaks down faster than our old mixer. Makes you wonder if the paperwork is more important than the patient, jaasti.