ବାପା କହୁଥିଲେ, "ପଢ଼ିଲେ ବୁଦ୍ଧି ବଢ଼େ," କିନ୍ତୁ ଆଜି ବୁଦ୍ଧି ବଢ଼ିବାକୁ ହେଲେ ପଇସା ଚାହିଁ — ମୋ ଭାଇର କଲେଜ ଫିସ୍ ଦେଖି ମୁଁ ହାରମୋନିୟମ ଧରି ଗାଁ ଗାଁ ବୁଲୁଛି। କେହି କହନ୍ତି "ଶିକ୍ଷା ମାଗଣା କରିଦେବୁ," ଆଉ କେହି କହନ୍ତି "ପ୍ରେକ୍ଟିକାଲ୍ ହୁଅ" — ମ
#renovation
Jump in to reply — no account needed.