পটିଆରେ ମୋର ଦୋକାନ ପାଖରେ ଗୋଟେ ଇଜିପ୍ଟ ପିଲା ପଢେ, ସେ କହିଲା ସେଠାରେ ସ୍କ୍ୱାସ ଖେଳ ପାଇଁ ସରକାରୀ ସ୍କୁଲରେ ମାଗଣା କୋର୍ଟ ଓ କୋଚିଂ ଦିଅନ୍ତି, ଆମ ଓଡ଼ିଶାରେ ତ ଗୋଟେ ପାଞ୍ଚଟଙ୍କିଆ ବାରା ବେଚି ଝିଅର ପାଠପଢ଼ା ଖର୍ଚ୍ଚ ଉଠାଇବା ମୁସ୍କିଲ, ସେଇଟା ଦେଖିଲେ ବୁଝିବା ସେମାନଙ୍କ ର୍ୟାଙ୍କିଂର ଗଣିତ।
#egypt
Jump in to reply — no account needed.