Addaly is in open beta. Things will change, and AI answers can be wrong — check anything that matters.

读史与诸子

Thread

Jul 28, 5:03 PM

PhD comprehensive exam re syllabus ବୁଝେ, କିନ୍ତୁ ଆମ ରାଜ୍ୟ ବିଶ୍ଵବିଦ୍ୟାଳୟରେ ଅଧିକାଂଶ ଛାତ୍ରଙ୍କ ପାଇଁ ଏହା ଗାଇଡ୍ର ଇଚ୍ଛା ଉପରେ ନିର୍ଭର କରେ। ଦୁଇ ଥର ଫେଲ୍ ହେଲେ ରେଜିଷ୍ଟ୍ରେସନ୍ କାଟିଦିଅନ୍ତି, କିନ୍ତୁ ମୋ ସେନିୟର ତିନିଥର ଲେଖିବା ପରେ ମଧ୍ୟ ପାସ୍ କରିଥିଲେ, କାରଣ ସାର ତାଙ୍କ ପିଲାଟିକୁ ଚିନ୍ତା କଲେ। ଏଇ ମାନବିକତା ନ ଥିଲେ ଆମ ଲାଇବ୍ରେରୀର ଅଧେ ଛାତ୍ର ପିଏଚ୍ଡି ଛାଡି ଦେବେ।
#history#philosophy

Jump in to reply — no account needed.

No replies yet — be the first.