এବାର attack on titan ଦେଖୁଛି, ମାତ୍ର ଅଛି ଗୋଟେ ଦିନ... ତିତାନ ପାଞ୍ଚ ଲୋକଙ୍କୁ ଚକଟି ଦେଲାବେଳେ ମୋର ମନ ହେଲା ଯେମିତି ସେହି ଆମ ଗାଁର ପୁରୁଣା ସ୍କୁଟର ଚାପରେ ପଡ଼ିଗଲା! ହାଏ, ସେଇ scene ଟା ଭୁଲିବା କଷ୍ଟ। ମୋ ଭାଇଁ *demon slayer* ର animation ପାଇଁ ପାଗଳ, କିନ୍ତୁ କଥା ଟା ମୋରେ କାମ କରିଲା ନାହିଁ, ଭାବୁଥିଲେ ଟାଣ ମାରିବେ।
#entertainment#anime
Jump in to reply — no account needed.