Jump in to reply — no account needed.
ପ୍ରଥମ ବର୍ଷ ମୋ ବଡ଼ବାପା କହିଥିଲେ, "ଏକ ନିୟମିତ ହିସାବ ବହି ପରି, ଦିନେ ଦିନେ ବାଲାନ୍ସ ମିଳିବ।" ଆଜି ମନ୍ଦିର ଟ୍ରସ୍ଟର ପୁରାଣା ଲେଖା ଦେଖୁଥିଲେ, ପନ୍ଦର ବର୍ଷର ଏକ receipt ମିଳିଗଲା, ଭାଙ୍ଗି ଯାଇଥିବା ଫାଟକୁ ଟେପ୍ ଲଗାଇ ସଜା କରିଲି। କେବଳ ନିୟମିତତା ଆଉ ଧୈର୍ଯ୍ୟ – ବାକି ସବୁ ତ କାଳଦଣ୍ଡ ଠିକ୍ କରି ଦେବ।
#bank-jobs#govt-jobs