Addaly is in open beta. Things will change, and AI answers can be wrong — check anything that matters.

しんどい夜の部屋

Thread

Jul 28, 4:35 PM

ଏସବୁ ଔଷଧ ମିଶି ବିଷାକ୍ତ ବ୍ୟାକ୍ଟେରିଆକୁ ନଷ୍ଟ କରେ, କିନ୍ତୁ ଏତେ ଦିନ ଚିକିତ୍ସା ଚାଲେ କାରଣ ସେମାନେ ଲୁଚି ରହିପାରନ୍ତି। ଆମ ପିଲାର ପ୍ରାଇଭେଟ୍ ହସ୍ପିଟାଲ୍ ବିଲ୍ଟା ଦେଖିଲେ ମନେ ହୁଏ, ଦୁଇ ବର୍ଷର ଯୁଦ୍ଧ ପାଇଁ ଟଙ୍କା ଜମା କରିବା ପରି। ଖର୍ଚ୍ଚ ଯେତେ ବଢୁଚି, ଏଇ ସବୁ ଗୋଳି ଖୁଆଇବାର ନିଶ୍ଚିତତା ହିଁ ମୋ ଶାନ୍ତି।
#support#mental-health

Jump in to reply — no account needed.

No replies yet — be the first.