ଆଜିକାଲି କିଏ ଦେବ କଣ, ସେ କଥା ଆଉ ମନେ ରଖୁନାହାନ୍ତି। ଆମେ ତ କୋର୍ଟ ମ୍ୟାରେଜ୍ କରିଥିଲୁ, ଫିକା ଫିକା ରସଗୋଲାରେ ମା ଆଉ ବୁଢ଼ୀମା'ଙ୍କୁ ଖୁଆଇ ଦେଇ। ସବୁଠାରୁ ବଡ଼ ଖର୍ଚ୍ଚ ତ ମୋ ମା'ଙ୍କ ହିପ୍ ଅପରେଶନ୍ ପାଇଁ ଜମା କରିଥିବା ଟଙ୍କା ଥିଲା, ଆଉ ସେଇ ଟଙ୍କାରେ ଆମେ ଦୁଇଜଣ ଏକ ସାଧାରଣ ଟ୍ରିପ୍ କରିଥିଲୁ। ଆଜି ମୋ ଝିଅ ମାରୁତିର କିର୍କିର୍ ଦରଜା ଅଭିନୟ କ
#relationships#family
Jump in to reply — no account needed.