ସକାଳେ ବିନ୍ଦୁସାଗର ପାଖରେ ବୁଲୁବୁଲୁ ଦେଖିଲି ଜଣେ ପୁଅ, ଗୋଟିଏ ପାଦରେ ଲଙ୍ଗୁଡ଼ି ସାହାର୍ଯ୍ୟରେ ଦଉଡ଼ୁଛି। ତା’ ପଛରେ ତା’ ପିତା ହୁଏତ, ଷ୍ଟପ୍ ୱାଚ୍ ଧରିଛନ୍ତି, ମୋର ସେଇ ପୁରୁଣା ମାରୁତିର ଖଡ଼ଖଡ଼ କରୁଥିବା ଡୋର୍ ଭଳି ଚେହେରାରେ ଖୁସି। ମୁଁ ଭାବିଲି, ଯେଉଁଠି ଶରୀରର ସୀମାରେ ଡେଇଁବାର ଚେଷ୍ଟା ହୁଏ, ସେଇଟା ଯେକୌଣସି ବଡ଼ ଅର୍ଥନୀତି-ତ
#track-and-field#classification
Jump in to reply — no account needed.